Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବ୍ରାଜିଲ ରାଷ୍ଟ୍ରପତି ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ
ଅନ୍ତରାଷ୍ଟ୍ରୀୟ

ବ୍ରାଜିଲ ରାଷ୍ଟ୍ରପତି ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ନିଜେ ଏହା ଘୋଷଣା କରିବା ପରେ ଆଜିଠାରୁ ସଙ୍ଗରୋଧରେ ରହିଛନ୍ତି। ସେ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଥିଲେ।

ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ‌ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି। ଆଗକୁ ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସ୍ବାଭାବିକ ଭାବେ ତାଙ୍କ କାମକୁ ଫେରିବେ ବୋଲି କହିଛନ୍ତି।

ବ୍ରାଜିଲ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026

୪ ଜିଲ୍ଲା ପାଇଁ ୧୦ କୋଟିର ରିଲିଫ୍ ସହାୟତା ମଞ୍ଜୁର କଲେ SRC

September 29, 2026
Latest News

ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରତୀୟ ଭାଷା ଇକୋସିଷ୍ଟମ ଉପରେ ଦୁଇ ଦିନିଆ କର୍ମଶାଳା

September 30, 2026

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026

ଘର ଦୁଆରେ ପହଞ୍ଚିବ ସରକାରୀ ସେବା, ୧ରୁ ୧୦ ଦିନିଆ ‘ସେବା ସେତୁ’ ଅଭିଯାନ

September 29, 2026

୪ ଜିଲ୍ଲା ପାଇଁ ୧୦ କୋଟିର ରିଲିଫ୍ ସହାୟତା ମଞ୍ଜୁର କଲେ SRC

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.