Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ…
ଜୀବନ ଶୈଳୀ

ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ…

June 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance
ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ...

The Samikhsya Desk: ଦୁନିଆରେ ଏମିତି ଲୋକ ଥାଆନ୍ତି ଯେଉଁମାନେ ସନ୍ୟାସୀ ହେବା ପାଇଁ କୋଟିକୋଟି ଟଙ୍କାକୁ ତୁଚ୍ଛ କରିଦିଆନ୍ତି। ସେମାନଙ୍କୁ ନା ବାନ୍ଧିପାରେ ଟଙ୍କା ନା ପରିବାର। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ପ୍ରକାଶ ଶାହ। ତାଙ୍କ କଥା ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। କାରଣ ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ଏ ଦୁନିଆ ସବୁଦିନ ମନେ ରଖିଛି।

ଆମେ କହୁଛି ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଜଣେ ଉଚ୍ଚ ପଦସ୍ଥ ଅଫିସର ତଥା ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଅତି ଘନିଷ୍ଠ ପ୍ରକାଶ ଶାହଙ୍କ କଥା। ସେ ରିଲାଏନ୍ସ କଂପାନୀରେ ସାଧାରଣ ଅଫିସରଠାରୁ ଉତିଣ୍ଣ ହୋଇ ଶେଷରେ ଭାଇସ ପ୍ରେସିଡେଣ୍ଟ ଥିଲେ। ସେ ସିଧା ମୁକେଶ ଆମ୍ବାନୀଙ୍କ ସହିତ କଥା ହେଉଥିଲେ। ତାଙ୍କର ଦରମା ଥିଲା ବର୍ଷକୁ 75 କୋଟି ଟଙ୍କା। କଥାରେ କହନ୍ତି ଗାଡି ଘୋଡା ବଙ୍ଗଳା ପ୍ରାଚ୍ୟୁର୍ଯ୍ୟ ସବୁକିଛି ଥିଲା। ହେଲେ ହଠାତ ସେ ସନ୍ୟାସୀ ହେବାକୁ ନିଷ୍ପତି କଲେ ଆଉ ସନ୍ୟାସୀ ହେଲେ ମଧ୍ୟ।

ପ୍ରକାଶ ଶାହ ହେଉଛନ୍ତି ଜଣେ କେମିକାଲ ଇଂଜିନିୟର। ସେ ମୁକେଶ ଆମ୍ବାନୀଙ୍କ ପୁରା ପାଖ ଲୋକ ଥିଲେ। ସେ ଆଇଆଇଟି ମୁମ୍ବାଇରୁ ପୋଷ୍ଟ ଗ୍ରାଜୁଏଟ ମଧ୍ୟ କରିଛନ୍ତି। ତାଙ୍କର ସ୍ତ୍ରୀ ମଧ୍ୟ ଜଣେ କମର୍ସ ଗ୍ରାଜୁଏଟ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଆଶ୍ଚର୍ଯ୍ୟର କଥା ବଡ ପୁଅ ବାପାଙ୍କ ବହୁ ପୂର୍ବରୁ ସନ୍ୟାସୀ ହୋଇସାରିଛନ୍ତି। ସେ ଦୀକ୍ଷା ଗ୍ରହଣ କରି ଘର ପରିତ୍ୟାଗ କରିଛନ୍ତି। ଆଉ ଜଣେ ପୁଅ ବିବାହ କରି ଘରେ ରହୁଛନ୍ତି।

ଯିଏ ଏସି ଗାଡିରେ ବୁଲୁଥିଲା, ତାରକା ହୋଟେଲରେ ରହୁଥିଲେ ତାଙ୍କର ହଠାତ ପରିବର୍ତ୍ତନ ଘଟିଲା। ସେ ଦୀକ୍ଷା ଗ୍ରହଣ କରି ସନ୍ୟାସୀ ବେଶ ଧାରଣ କରିଛନ୍ତି। ଏପରିକି ହାତରେ ଠେଙ୍ଗା ଏବଂ ଖାଲିପାଦରେ ସେ ବୁଲୁଛନ୍ତି। ତାଙ୍କୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି। ବର୍ତ୍ତମାନ ତାଙ୍କର ବୟସ 64 ବର୍ଷ। ଏହି ବୟସରେ ସେ ସନ୍ୟାସୀ ହୋଇ ଖାଲିପାଦରେ ଭ୍ରମଣ କରୁଛନ୍ତି।

ପ୍ରକାଶ ଶାହଙ୍କ କହିବା କଥା ଯେ, ପିଲାଦିନରୁ ତାଙ୍କର ସନ୍ୟାସୀ ହେବାର ବହୁ ଇଚ୍ଛା ଥିଲା। ହେଲେ ପରିସ୍ଥିତି ଅନୁସାରେ ତାହା କାର୍ଯ୍ୟକାରୀ ହେବାର ସମ୍ଭାବନା ନ ଥିଲେ। ସାଂସରିକ ଜଞ୍ଜାଳ ଭିତରେ ବୁଡିଯିବା ପରେ ସେଥିରୁ ବାହାରି ପାରି ନ ଥିଲି। ହେଲେ ସମୟ ଆସିଲା ଭଗବାନଙ୍କ ଆର୍ଶିବାଦ ମିଳିଲା ଏବେ ସେହି ଇଚ୍ଛା ପୁରଣ ହୋଇଛି। ପ୍ରକାଶ ଶାହ ସନ୍ୟାସୀ ହେବା ପରେ ବର୍ତ୍ତମାନ ଭୁବନଜିତ ମହାରାଜା ଭାବେ ପରିଚିତ।

reliance industry ମୁକେଶ ଆମ୍ବାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025
Latest News

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.