Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କନ୍ୟା ଘରର ଦାବି ଆଗରେ ବର ହେଲା ଅତିଷ୍ଠ :  ବିବାହ ପୂର୍ବରୁ ସମ୍ପର୍କ କଲା ଚ୍ଛିନ୍ନ
ଅନ୍ତରାଷ୍ଟ୍ରୀୟ

କନ୍ୟା ଘରର ଦାବି ଆଗରେ ବର ହେଲା ଅତିଷ୍ଠ :  ବିବାହ ପୂର୍ବରୁ ସମ୍ପର୍କ କଲା ଚ୍ଛିନ୍ନ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନାଇଜେରିଆ : ବିବାହ ପୂର୍ବରୁ ବରଘର ତରଫରୁ ଯୌତୁକ ଦାବି କରାଯାଇଥିବାର ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଠାରେ ଓଲଟା କଥା ଘଟିଛି । କନ୍ୟା ଘରର ଦାବି ଆଗରେ ଜଣେ ବର ଅତିଷ୍ଠ ହୋଇପଡିଛି । କନ୍ୟାଘର ତରଫରୁ କରାଯାଇଥିବା ଯୌତୁକ ଦାବି ଆଗରେ ବର ଏତେ ବ୍ୟଥିତ ହୋଇପଡିଲା ଯେ, ପରିଶେଷରେ ସେ ତା’ ପ୍ରେମିକା ସହିତ ସମ୍ପର୍କ ଛିନ୍ନ କରିଛି ।

ନାଇଜେରିଆରେ ରହୁଥିବା ଏଣ୍ଡରସନ୍‌  ତାଙ୍କ ଭାବି ପତ୍ନୀଙ୍କ ସହ ଏନେଇ ସମ୍ପର୍କ ତୁଟାଇଛନ୍ତି। ସେ କନ୍ୟା ଘର ତରଫରୁ ଦାବିକୁ ପୂରଣ କରିବାରେ ଅସମର୍ଥ ବୋଲି ଜଣାଇଛନ୍ତି । ଏହାସହିତ ସେ ତାଙ୍କ ପ୍ରେମିକାକୁ ତାଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିପାରିବା ସହିତ ସମସ୍ତ ଖର୍ଚ୍ଚ ଉଠାଇପାରୁଥିବା ଜଣେ ଯୁବକଙ୍କ ସହିତ ବିବାହ କରନ୍ତୁ ବୋଲି କହିଛନ୍ତି।

ଉଲ୍ଲେଖନୀୟ ଯେ, ନାଇଜେରିଆରେ କନ୍ୟା ଘରକୁ ଯୌତୁକ ଦେବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ବର ଘର ତରଫରୁ ବିବାହ ପୂର୍ବରୁ କନ୍ୟା ଘରକୁ କିଛି ଦିଆଯାଇଥାଏ ।  କେହି କେହି ଏହାକୁ କିସ୍ତି ଅନୁଯାୟୀ ଦେଉଥିବାବେଳେ କେହି କେହି ଏକକାଳୀନ ଦେଇଥା’ନ୍ତି । ତେବେ ଏଣ୍ଡରସନ୍‌ଙ୍କ କହିବାନୁସାରେ କନ୍ୟା ଘର ତରଫରୁ ଦିଆଯାଇଥିବା ଜିନିଷର ସୂଚୀକୁ ଦେଖି ତାଙ୍କ ହୋସ୍‌ ଉଡିଯାଇଛି । ଏତେ ଖର୍ଚ୍ଚର ହିସାବ କରି ବର ଜଣକ ପରିଶେଷରେ ବିବାହ କରିବାକୁ ମନା କରିଛନ୍ତି । ଏଣ୍ଡରସନ୍‌ ତାଙ୍କ ଭାବି ଶଶ୍ବରଘରୁ ତରଫରୁ ଦିଆଯାଇଥିବା ଲିଷ୍ଟ୍‌ର ଫଟୋକୁ ସେୟାର କରିଛନ୍ତି । (ଏଜେନ୍ସି)

marriage
Share. Facebook Twitter LinkedIn Email WhatsApp Copy Link

Related Posts

OTET ପରୀକ୍ଷାର ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର

July 6, 2026

ପ୍ରକାଶ ପାଇଲା ଏସ୍ଆଇଆର୍-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା

July 6, 2026

ବଲାଙ୍ଗୀର ଜିଲ୍ଲାର BLA-2 ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ

July 6, 2026

ଆଜି ଜୁଲାଇ ୬ ତାରିଖ ସୋମବାରରେ ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

July 6, 2026
Latest News

‘ଭିବି-ଜି-ରାମ୍-ଜି’ ପାଇଁ ରାଜ୍ୟଗୁଡ଼ିକୁ ୨୫,୮୬୩ କୋଟିର ପ୍ରଥମ କିସ୍ତି ଜାରି

July 6, 2026

OTET ପରୀକ୍ଷାର ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର

July 6, 2026

ପ୍ରକାଶ ପାଇଲା ଏସ୍ଆଇଆର୍-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା

July 6, 2026

ବଲାଙ୍ଗୀର ଜିଲ୍ଲାର BLA-2 ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ

July 6, 2026

ଆଜି ଜୁଲାଇ ୬ ତାରିଖ ସୋମବାରରେ ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.