Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ହେବେ ନେହା, ଚର୍ଚ୍ଚାରେ ନେହା-ରୋହନପ୍ରୀତଙ୍କ ଫଟୋ
ଆଜିର ଖବର

ମା’ ହେବେ ନେହା, ଚର୍ଚ୍ଚାରେ ନେହା-ରୋହନପ୍ରୀତଙ୍କ ଫଟୋ

December 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସୃଷ୍ଟି ହେବା ସହିତ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋକୁ ଦେଖି ଚକିତ ହୋଇଛନ୍ତି । ନେହା-ରୋହନପ୍ରୀତ୍‌ଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସାନେ ଆଶ୍ଚର୍ଯ୍ୟ ହେବା ସହିତ ନେହା ପ୍ରେଗେନେଣ୍ଟ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି । ଏହି ଫଟାରେ ନେହା ବେବି ବମ୍ପ୍‌ ଦେଖାଇ ପୋଜ୍‌ ଦେଖାଇଛନ୍ତି । ନେହା ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିବା ସହିତ ହ୍ୟାଜ୍‌ଟ୍ୟାଗ୍‌ଖୟାଲ୍‌ରକ୍ଷାକରର ହ୍ୟାଜଟାଗ୍‌ ଦେଇଛନ୍ତି । ଏହି ଫଟୋ ଉପରେ ତାଙ୍କ ସ୍ବାମୀ ତଥା ଗାୟକ ରୋହନପ୍ରୀତ୍‌ କମେଣ୍ଟ କରି ଲେଖିଛନ୍ତି ଯେ,  – ଏବେ ତ ବହୁତ ଧ୍ୟାନ‌ ରଖିବାକୁ ପଡିବ ।

ତେବେ 45 ଦିନ ପୂର୍ବରୁ ନେହା ରୋହନ୍‌ପ୍ରୀତ୍‌ଙ୍କୁ ବିବାହ କରିଥିବାବେଳେ ନେହା-ରୋହନଙ୍କର ଏହି ଫଟୋକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । କେହି କେହି ଏତେ ଜଲ୍‌ଦି ଗୁଡ୍‌ନ୍ୟୁଜ୍‌ ବୋଲି କମେଣ୍ଟ କରିଥିବାବେଳେ ପ୍ରଶଂସକମାନେ ଖୁସି ଜାହିର କରିଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବର 24 ତାରିଖରେ ନେହା ରୋହନପ୍ରୀତ୍‌ଙ୍କୁ ଦିଲ୍ଲୀଠାରେ ବିବାହ କରିଥିଲେ । ଏକ ଗୀତ ସୁଟିଂ ସମୟରେ ଦୁହିଁଙ୍କର ସାକ୍ଷାତ ହୋଇଥିବାବେଳେ ପ୍ରଥମ ଦେଖା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା । ଏହାପରେ ଦୁହେଁ ବିବାହ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.