Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀ ଆନ୍ଦୋଳନ ନେଇ ଅଭିନେତ୍ରୀ ଉର୍ବଷୀ ରୌତେଲାଙ୍କ ଏକ ବଡ ବୟାନ, ଜାଣନ୍ତୁ କହିଲେ କଣ !
ଜାତୀୟ ଖବର

ଚାଷୀ ଆନ୍ଦୋଳନ ନେଇ ଅଭିନେତ୍ରୀ ଉର୍ବଷୀ ରୌତେଲାଙ୍କ ଏକ ବଡ ବୟାନ, ଜାଣନ୍ତୁ କହିଲେ କଣ !

February 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇଡି ର ସମନ
ଅଭିନେତ୍ରୀ ଉର୍ବଶୀ ରଉତେଲା ଏବଂ ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ର ସମନ

Actress Urvashi Rautela on Farm Bill : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ ୨ ମାସ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି। ସିମିଳା ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଉର୍ବଶୀ ତିନୋଟି କୃଷି ବିଲକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ମୁଁ ସେମାନଙ୍କୁ ସମର୍ଥନ କରୁଛି। ଆମ ଦେଶର କୃଷକମାନେ କିଛି ଭୁଲ କରୁ ନାହାଁନ୍ତି, କେବଳ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି।

ଉର୍ବଶୀ ବର୍ତ୍ତମାନ ସିମିଳା ଗସ୍ତରେ ଅଛନ୍ତି। ପ୍ରାୟତଃ ଅବସର ସମୟରେ ଉର୍ବଶୀ ସିମିଳା ଯିବାକୁ ପସନ୍ଦ କରିଥାନ୍ତି। ସିମିଲା ସଂପର୍କରେ ସେ କୁହନ୍ତି ଯେ, ମୁଁ ସିମିଳାର ଜଳବାୟୁ ଏବଂ ପାହାଡକୁ ଭଲ ପାଏ। ବିଭିନ୍ନ ସମୟରେ ମୁଁ ସିମିଳା ଯିବାକୁ ବିଭିନ୍ନ ବାହାନା ଖୋଜିଥାଏ। ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ମୁଁ ଏଠାରେ ଥିବା ଲୋକଙ୍କୁ, ସେମାନଙ୍କର ଖାଦ୍ୟ, ପାହାଡ ଏବଂ ଜଳବାୟୁ ସବୁକିଛି ଭଲ ପାଏ। ବରଫ ଏବଂ ପର୍ବତ ସହିତ ମୋର ଏକ ସଂଯୋଗ ଅଛି ବୋଲି ଉର୍ବଶୀ କହିଛନ୍ତି।

ତେବେ ସେ ବିଭିନ୍ନ ସମୟରେ ସୁଟିଂ ପାଇଁ ସିମିଳା ଯାଇଥାନ୍ତି। ହେଲେ ଏଥର ସେ ସୁଟିଂ ପାଇଁ ନୁହେଁ ବରଂ ଭ୍ରମଣ ପାଇଁ ଯାଇଛନ୍ତି। ଉର୍ବଶୀ ସିମିଳା ଭ୍ରମଣ ବେଳର ବହୁ ଫଟୋ ତାଙ୍କ ସୋସିୟାଲ ମିଡିଆରେ ସେୟାର କରିଛନ୍ତି। ଗଣମାଧ୍ୟମକୁ ଉର୍ବଶୀ କହିଛନ୍ତି ଯେ, ମୁଁ ଯେତେବେଳେ ସୁଟିଂ ପାଇଁ ସିମିଳା ଆସିବା କଥା ଶୁଣେ ସେତେବେଳେ ବେଶ୍ ଖୁସି ହୋଇଯାଏ। ଏହି ବାହାନା ସହିତ, ମୁଁ କେବଳ ସିମିଳା ନୁହେଁ, ସମଗ୍ର ହିମାଚଳ ପ୍ରଦେଶ ଦେଖିବାର ସୁଯୋଗ ପାଇଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋର ଗୋଟିଏ ଚଳଚ୍ଚିତ୍ର କିମ୍ବା ଗୀତ ପୁରା ସିମିଳାରେ ସୁଟିଂ କରାଯାଉ। ଫିଲ୍ମ ସନମ୍ ରେ ମଧ୍ୟ କେତେକ ଦୃଶ୍ୟ ସିମିଳାରେ ସୁଟିଂ କରାଯାଇଥିଲା।

Urvashi Rautela
Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026
Latest News

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.