Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ହେବାକୁ ଥିବା ସାତଟି ପର୍ଯ୍ୟାୟ ନିର୍ବାଚନରେ ଜାଣନ୍ତୁ କେତେବେଳ କଣ ହେବ
ଜାତୀୟ ଖବର

ଦେଶରେ ହେବାକୁ ଥିବା ସାତଟି ପର୍ଯ୍ୟାୟ ନିର୍ବାଚନରେ ଜାଣନ୍ତୁ କେତେବେଳ କଣ ହେବ

March 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶରେ ହେବାକୁ ଥିବା ସାତଟି ପର୍ଯ୍ୟାୟ ନିର୍ବାଚନରେ ଜାଣନ୍ତୁ କେତେବେଳ କଣ ହେବ

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିଶନର ଦେଶର ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ତାରିଖ ଅନୁସାରେ ପ୍ରଥମ ଭୋଟ ଗ୍ରହଣ ୧୯ ଏପ୍ରିଲରୁ ଆରମ୍ଭ ହେଉଛି। ଏହିପରି ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ କେଉଁଦିନ ଭୋଟ ଗ୍ରହଣ ଏବଂ ତା ପୂର୍ବରୁ କଣ ରହିଛି କାର୍ଯ୍ୟସୂଚୀ ଆସନ୍ତୁ ଜାଣିବା।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ- ୧୯ ଏପ୍ରିଲ ୨୦୨୪ ଶୁକ୍ରବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୦ ମାର୍ଚ୍ଚ ୨୦୨୪
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୨୭ ମାର୍ଚ୍ଚ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୮ ମାର୍ଚ୍ଚ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୩୦ ମାର୍ଚ୍ଚ
  • ଭୋଟ ଗ୍ରହଣ-୧୯ ଏପ୍ରିଲ
  • ଭୋଟ ଗଣିତ- ୪ ଜୁନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ- ୨୬ ଏପ୍ରିଲ ୨୦୨୪ ଶୁକ୍ରବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୮ ମାର୍ଚ୍ଚ
  • ପ୍ରାର୍ଥୀପତ୍ର ଶେଷ ତାରିଖ- ୪ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ-  ୫ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୮ ଏପ୍ରିଲ
  • ଭୋଟ ଗ୍ରହଣ- ୨୬ ଏପ୍ରିଲ
  • ଭୋଟ ଗଣିତ- ୪ ଜୁନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ୭ ମେ ୨୦୨୪ ମଙ୍ଗଳବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ-୧୨ ଏପ୍ରିଲ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୯ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୦ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୨୨ ଏପ୍ରିଲ
  • ଭୋଟ ଗ୍ରହଣ- ୭ ମେ
  • ଭୋଟ ଗଣିତ- ୪ ଜୁନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧୩ ମେ ୨୦୨୪ ସୋମବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୧୮ ଏପ୍ରିଲ
  • ପ୍ରାର୍ଥୀପତ୍ର ଶେଷ ତାରିଖ-  ୨୫ ଏପ୍ରିଲ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୨୬ ଏପ୍ରିଲ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୨୯ ଏପ୍ରିଲ
  • ଭୋଟ ଗ୍ରହଣ- ୧୩ ମେ
  • ଭୋଟ ଗଣିତ- ୪ ଜୁନ

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ୨୦ ମେ ୨୦୨୪ ସୋମବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୬ ଏପ୍ରିଲ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୦୩ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୦୪ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୬ ମେ
  • ଭୋଟ ଗ୍ରହଣ- ୨୦ ମେ
  • ଭୋଟ ଗଣିତ- ୪ ଜୁନ

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ୨୫ ମେ ୨୦୨୪ ଶନିବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪
  • ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ
  • ଭୋଟ ଗ୍ରହଣ- ୨୫ ମେ
  • ଭୋଟ ଗଣତି- ୪ ଜୁନ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ୧ ଜୁନ ୨୦୨୪ ଶନିବାର

  • ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ-  ୦୭ ମେ
  • ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ- ୧୪ ମେ
  • ପ୍ରାର୍ଥୀ ପତ୍ର ଯାଞ୍ଚ- ୧୫ ମେ
  • ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୧୭ ମେ
  • ଭୋଟ ଗ୍ରହଣ- ୧ ଜୁନ ୨୦୨୪ ଶନିବାର
  • ଭୋଟ ଗଣତି- ୪ ଜୁନ ୨୦୨୪
Election2024 odishaelection2024 ଓଡିଶା ନିର୍ବାଚନ2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.