Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝାଡଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କରି କଣ କହିଲେ..
ଜାତୀୟ ଖବର

ଝାଡଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କରି କଣ କହିଲେ..

November 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଝାଡଖଣ୍ଡ ନିର୍ବାଚନ
ଝାଡଖଣ୍ଡ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚମ୍ପେଇ ସୋରେନଙ୍କ ପାଇଁ ପ୍ରଚାର କରି କଣ କହିଲେ..

ଭୁବନେଶ୍ବର: ଝାଡଖଣ୍ଡ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଜି ଦିନିକିଆ ଗସ୍ତରେ ଯାଇ ସେଠାରେ ଷଢେଇକଳା ଖରସୁଆଁ ଏବଂ ପଶ୍ଚିମ ସିହଂଭୂମିରେ ପ୍ରଚାର କରିଛନ୍ତି। ସେହି ଅଞ୍ଚଳରେ ବହୁ ଓଡିଆ ତଥା ଆଦିବାସୀ ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଭାବ ପଡିବ ବୋଲି ରାଜ୍ୟ ବିଜେପି ଆଶା କରିଛି।

ଏହି ପ୍ରଚାର ବେଳେ ସେ ଓଡିଶାର ପୂର୍ବ ସରକାର କିପରି ଖଣି ଦୁର୍ନିତିରେ ଲିପ୍ତ ରହିଥିଲା ତାହା ଭାଷଣ ମାଧ୍ୟମରେ କହିଥିଲେ। ଏଥିସହିତ ସେଠାରେ ବର୍ତ୍ତମାନ ଡବଲ ଇଂଜିନ ସରକାର ଚାଲିବା ପରେ କିପରି ସୁଫଳ ମିଳିଛି ସେ ସଂପର୍କରେ ଲୋକଙ୍କୁ କହିଥିଲେ। ଏଥିସହିତ ଝାଡଖଣ୍ଡରେ ମଧ୍ୟ ଡବଲ ଇଂଜିନ ସରକାର ଚାଲିବା ବୋଲି ସେ ଦୃଢତାର ସହିତ କହିଛନ୍ତି।

ମୁକ୍ୟମନ୍ତ୍ରୀ ବିବାଦୀୟ ନେତା ଚମ୍ପେଇ ସୋରେନଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ସୋରେନ ଷଢେଇକଳା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେଠାରେ ସେ କହିଛନ୍ତି ଯେ, ଝାଡଖଣ୍ଡ ବାସୀ ବିଜେପି ସରକାର ଆଣିବା ପାଇଁ ମନସ୍ଥ କରିସାରିଛନ୍ତି। ଭୋଟ ଗଣତି ପରେ ଏଠାରେ ବିଜେପି ସରକାର ଆସିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ନିର୍ବାଚନର ଷ୍ଟର ପ୍ରଚାରକ ଅଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାଡଖଣ୍ଡର ଷ୍ଟାର ପ୍ରଚାରକ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ ବହୁ ଓଡିଶା ନେତା ଓ ମନ୍ତ୍ରୀ ସାମିଲ ହୋଇଛନ୍ତି। ଝାଡଖଣ୍ଡରେ ଆସନ୍ତା 13 ଏବଂ 20 ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

jharkhand election ଝାଡଖଣ୍ଡ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026
Latest News

ଦୁଇ ଦିନରେ ସୁନା ଦର ୨୪,୬୦୦କୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

January 10, 2026

ଜାନୁଆରି ୨୦୨୬ ଶିକ୍ଷା ସତ୍ର ପାଇଁ ‘ଇଗ୍ନୋ’ ରେ ନାମଲେଖା ଆରମ୍ଭ

January 10, 2026

ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

January 10, 2026

ତମିମ ଇକବାଲ ଜଣେ “ଭାରତୀୟ ଏଜେଣ୍ଟ”: ବିବାଦ ସୃଷ୍ଟି କଲା ବିସିବି ଅଧିକାରୀଙ୍କ ଏହି ବୟାନ

January 10, 2026

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.