Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ
ଜାତୀୟ ଖବର

Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

November 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Tejas Fighter Jet Crashes
Tejas Fighter Jet Crashes: ଦୁବାଇ ଏୟାର ସୋ'ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

Tejas Fighter Jet Crashes: ଆଜି ଅପରାହ୍ନରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଭାରତର ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସୋ ଲୋକେ ଦେଖୁଥିବା ବେଳେ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଘନ କଳା ଧୂଆଁର ଏକ ଗୁଣ୍ଡ ଖେଳିଗଲା। ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା (IAF) ନିଶ୍ଚିତ କରିଛି।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ଏକ ସିଟ୍ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) ବିମାନଟି ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ 2:10 ରେ ଖସି ପଡ଼ିଥିଲା। ସୂତ୍ର ଅନୁସାରେ, ପାଇଲଟ୍ ଏକ ନକାରାତ୍ମକ G-ଫୋର୍ସ ମୋଡ଼ରୁ ସ୍ବାଭାବିକ ପରିସ୍ଥିତିକୁ ଆସିପାରିଲେ ନାହିଁ। ନକାରାତ୍ମକ G-ଫୋର୍ସ ହେଉଛି ଗୁରୁତ୍ୱାକର୍ଷଣର ବିପରୀତ ଦିଗରେ ଅନୁଭୂତ ଶକ୍ତି। ଏହା ଏକ ଦୁଃସାହାସିକ ବିମାନ ଉଡାଣ ପ୍ରଦର୍ଶନ। ତେବେ ସବିଶେଷ ବିବରଣୀ ଏ ପର୍ଯ୍ୟନ୍ତ ଆସିପାରି ନାହିଁ।

Dubai Air Show Tejas Fighter Jet Crashes ତେଜସ୍ ତେଜେସ୍ ଦୁବାଇ ଏୟାର ସୋ
Share. Facebook Twitter LinkedIn Email WhatsApp Copy Link

Related Posts

Heavy Rain Alert: ଆଜି ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

October 19, 2026

ଛାତ୍ରନେତା ସେବା ମନୋଭାବ ରଖନ୍ତୁ: ମୁଖ୍ୟମନ୍ତ୍ରୀ

October 18, 2026

୨୨ରୁ ଲଘୁଚାପ ସମ୍ଭାବନା, ଫିକା ପଡ଼ିବନି ପାର୍ବଣ

October 18, 2026

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026
Latest News

ଭଦ୍ରକରେ ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

October 19, 2026

ଆଲର୍ଜି ଭାବି ଅଣଦେଖା କରୁଛନ୍ତି କି? ଚର୍ମର ଏହି ଲକ୍ଷଣ ଦେଉଛି ବଡ଼ ସଙ୍କେତ

October 19, 2026

ଦରମା ଭଲ, ତଥାପି ଚାକିରି ଛାଡ଼ୁଛନ୍ତି କର୍ମଚାରୀ, ଜାଣନ୍ତୁ କାରଣ କଣ ?

October 19, 2026

Heavy Rain Alert: ଆଜି ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

October 19, 2026

କୋଲକାତା ଅଘଟଣ ପରେ ଓଡ଼ିଶା ପୋଲିସ ଆଲର୍ଟ, ନିୟମ ଭାଙ୍ଗିଲେ ଆକ୍ସନ!

October 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.