Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ
ଜାତୀୟ ଖବର

Tejas Fighter Jet Crashes: ଦୁବାଇ ଏୟାର ସୋ’ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

November 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Tejas Fighter Jet Crashes
Tejas Fighter Jet Crashes: ଦୁବାଇ ଏୟାର ସୋ'ରେ ଦୁର୍ଘଟଣା ହେଲା ତେଜସ୍ ବିମାନ, ପାଇଲଟ ମୃତ୍ୟୁ

Tejas Fighter Jet Crashes: ଆଜି ଅପରାହ୍ନରେ ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ସମୟରେ ଭାରତର ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସୋ ଲୋକେ ଦେଖୁଥିବା ବେଳେ ଅଲ୍ ମକତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଘନ କଳା ଧୂଆଁର ଏକ ଗୁଣ୍ଡ ଖେଳିଗଲା। ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା (IAF) ନିଶ୍ଚିତ କରିଛି।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ବିକଶିତ ଏକ ସିଟ୍ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) ବିମାନଟି ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ 2:10 ରେ ଖସି ପଡ଼ିଥିଲା। ସୂତ୍ର ଅନୁସାରେ, ପାଇଲଟ୍ ଏକ ନକାରାତ୍ମକ G-ଫୋର୍ସ ମୋଡ଼ରୁ ସ୍ବାଭାବିକ ପରିସ୍ଥିତିକୁ ଆସିପାରିଲେ ନାହିଁ। ନକାରାତ୍ମକ G-ଫୋର୍ସ ହେଉଛି ଗୁରୁତ୍ୱାକର୍ଷଣର ବିପରୀତ ଦିଗରେ ଅନୁଭୂତ ଶକ୍ତି। ଏହା ଏକ ଦୁଃସାହାସିକ ବିମାନ ଉଡାଣ ପ୍ରଦର୍ଶନ। ତେବେ ସବିଶେଷ ବିବରଣୀ ଏ ପର୍ଯ୍ୟନ୍ତ ଆସିପାରି ନାହିଁ।

Dubai Air Show Tejas Fighter Jet Crashes ତେଜସ୍ ତେଜେସ୍ ଦୁବାଇ ଏୟାର ସୋ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

ସମ୍ ଅଲ୍‌ଟିମେଟ୍ ର ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

August 18, 2026
Latest News

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.