Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର
ଜାତୀୟ ଖବର

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bankipur Byepoll Result
Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

Bankipur Byepoll Result: ଜାତୀୟ ରାଜନୀତିରେ ବିହାର ଉପନିର୍ବାଚନ ଏକ ହଲଚଲ ସୃଷ୍ଟି କରିଛି। ତାହା ହେଲା ବାଙ୍କିପୁର ଉପନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ପୂର୍ବରୁ ପ୍ରଶାନ୍ତ ବିଭିନ୍ନ ପ୍ରାର୍ଥୀ ତଥା ଦଳକୁ ବିଜୟୀ କରିଆସୁଥିବା ବେଳେ ଏଥର ସେ ନିଜେ ବିଜୟ ଲାଭ କରିଛନ୍ତି। ଗତ ବିହାର ନିର୍ବାଚନରେ ତାଙ୍କ ଦଳ ସଫଳତା ହାସଲ କରିପାରି ନ ଥିଲା। ହେଲେ ଏଥର ଚର୍ଚ୍ଚିତ ବାଙ୍କିପୁର ଉପନିର୍ବାଚନରେ ଜିତିବା ନେଇ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି।

ବାଙ୍କିପୁର ନିର୍ବାଚନ ମଣ୍ଡଳି ହେଉଛି ସେହି ନିର୍ବାଚନ ମଣ୍ଡଳୀ ଯେଉଁଠାରୁ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ନୀତିନ ନବୀନ ଲଗାତର ବିଜୟୀ ହେଉଆସୁଥିଲେ। ନବୀନ ଦଳର ରାଷ୍ଟ୍ରୀୟ ସଭାପତି ହେବାରୁ ସେ ସେହି ଆସନରୁ ଇସ୍ତଫା ଦେଇଥିଲେ। ଏହାପରେ ଜୁଲାଇ 30 ତାରିଖରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜେପି ନୀରଜ ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ପ୍ରଶାନ୍ତ କିଶୋରଙ୍କଠାରୁ 19000 ଭୋଟରେ ହାରିଯାଇଛନ୍ତି। ଏଥିରେ ଆରଜେଡି ତୃତୀୟ ସ୍ଥାନରେ ରହିଛି।

ପ୍ରଶାନ୍ତ କିଶୋର ଜିତିବା ପରେ ବାଙ୍କିପୁରର ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହିତ ବିହାରର ବିକାଶ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଲୋକମାନେ ବିଜେପିକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସେମାନଙ୍କୁ ବିହାରରେ ଏପରି ନେତୃତ୍ୱ ବାଛିବାକୁ ପଡିବ ଯାହା ଶିକ୍ଷାକୁ ଉନ୍ନତ କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ। “ବିହାରର ଲୋକମାନେ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଜଣେ ଭଲ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଉଚିତ। ସେମାନେ ଚାହାଁନ୍ତି ନାହିଁ ଯେ ଅପରାଧିକ ପୃଷ୍ଠଭୂମି କିମ୍ବା ସନ୍ଦେହଜନକ ଆଚରଣ ଥିବା ବ୍ୟକ୍ତି ବିହାରର ନେତୃତ୍ୱ ନିଅନ୍ତୁ। ଏହା ପ୍ରଶାନ୍ତ କିଶୋର ପାଟନାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଦିଲ୍ଲୀର ଜନ୍ତର ମନ୍ତରରେ ବିଶାଳ ଛାତ୍ର ପ୍ରତିବାଦ ପରେ ଏହି ନିର୍ବାଚନ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। Gen Z ଙ୍କ ପ୍ରସଙ୍ଗ ନିର୍ବାଚନ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରତିଫଳିତ ହୋଇଥିଲା। 

Bankipur By Poll Prasant Kishor ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026
Latest News

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.