Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ
ଜାତୀୟ ଖବର

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରୁ ବିଦ୍ରୋହ କରି “ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ” (ଏନ୍‌ସିପିଆଇ)ରେ ଯୋଗ ଦେଇଥିବା ୨୦ ଜଣ ସାଂସଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ସାଂସଦ ସାୟୋନୀ ଘୋଷଙ୍କ ସମେତ ଏହି ବିଦ୍ରୋହୀ ନେତାମାନଙ୍କ ସଦସ୍ୟତା ରଦ୍ଦ ପାଇଁ ହୋଇଥିବା ଆବେଦନର ଉତ୍ତର ରଖିବାକୁ ଲୋକସଭା ସଚିବାଳୟ ଅତିରିକ୍ତ ୧୫ ଦିନର ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଦିଆଯାଇଥିବା ସମୟସୀମା ସେପ୍ଟେମ୍ବର ୨୨ରେ ଶେଷ ହୋଇଯାଇଥିଲା। ଏହାପରେ ବିଦ୍ରୋହୀ ସାଂସଦମାନେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଜବାବ ଦାଖଲ ପାଇଁ ଆଉ ଗୋଟିଏ ମାସ ସମୟ ମାଗିଥିଲେ। ତେବେ ବାଚସ୍ପତି ୧୫ ଦିନର ସମୟ ମଞ୍ଜୁର କରିବା ସହ ଅକ୍ଟୋବର ୮ ସୁଦ୍ଧା ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସିରୁ ଅସନ୍ତୁଷ୍ଟ ହୋଇ ଏହି ୨୦ ଜଣ ସାଂସଦ ଦଳ ପରିତ୍ୟାଗ କରି ଏନ୍‌ସିପିଆଇରେ ସାମିଲ ହୋଇଥିଲେ। ଏହାପରେ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଏମାନଙ୍କ ସଂସଦୀୟ ସଦସ୍ୟତା ରଦ୍ଦ କରିବା ପାଇଁ ମମତା ବାନାର୍ଜୀ ଲୋକସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ।

ବିଦ୍ରୋହୀ ସାଂସଦ ସଦସ୍ୟତା ରଦ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ମାସ ଶେଷ ସୁଦ୍ଧା ସଂସଦର ସ୍ୱତନ୍ତ୍ର ଅଧିବେଶନ !

October 17, 2026

ଜେଡିୟୁ ନେତା ଅନନ୍ତ ସିଂହଙ୍କ ଦାବି : ନୀତିଶଙ୍କ ପାଇଁ ୯ ଜଣଙ୍କୁ ହତ୍ୟା କରିଛି

October 17, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ମହିଳା କବାଡି ଦଳକୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ

October 17, 2026

ଅକ୍ଟୋବର ୧୭ ତାରିଖ ରାଶିଫଳ: ସ୍ୱାସ୍ଥ୍ୟ ଏବଂ ରୋମାନ୍ସ କ୍ଷେତ୍ରରେ କିପରି ରହିବ ଆଜିର ଦିନ

October 17, 2026
Latest News

୭୦ ବର୍ଷ ପରେ ଆଇଏମ୍‌ଏଫ୍ ଓ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷତା କରିବ ପାକିସ୍ତାନ

October 17, 2026

ବାଂଲାଦେଶରେ ଉତ୍ତେଜନା : ଜଗନ୍ନାଥ ମନ୍ଦିର ସାମ୍ନାରେ ଗୋମାଂସ ରାନ୍ଧିଲେ ମୁସଲିମ୍ ଛାତ୍ର

October 17, 2026

ଇଂରାଜୀ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

October 17, 2026

ମହାପ୍ରଭୁ ଲିଙ୍ଗରାଜଙ୍କ ସତ୍ତ୍ୱଲିପି କମିଟି ପକ୍ଷରୁ ଆଇନ୍ ମନ୍ତ୍ରୀଙ୍କୁ ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ

October 17, 2026

ଚଳିତ ମାସ ଶେଷ ସୁଦ୍ଧା ସଂସଦର ସ୍ୱତନ୍ତ୍ର ଅଧିବେଶନ !

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.