Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଶ୍ବ ଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ, ଲିଙ୍ଗରାଜ ମନ୍ଦିରରେ ଦୀପଦାନ କରି ଦୀର୍ଘାୟୁ କାମନା କଲେ ପ୍ରଶଂସକ
ରାଜ୍ୟ ଖବର

ବିଶ୍ବ ଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ, ଲିଙ୍ଗରାଜ ମନ୍ଦିରରେ ଦୀପଦାନ କରି ଦୀର୍ଘାୟୁ କାମନା କଲେ ପ୍ରଶଂସକ

August 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ ଭୂଷଣ ହରିଚନ୍ଦନ
ବିଶ୍ବ ଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ, ଲିଙ୍ଗରାଜ ମନ୍ଦିରରେ ଦୀପଦାନ କରି ଦୀର୍ଘାୟୁ କାମନା କଲେ ପ୍ରଶଂସକ

ଭୁବନେଶ୍ବର: ଆଜି ବିଶ୍ବଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ। ଆଜି ସେ ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦୀର୍ଘ ବର୍ଷର ଓଡିଶା ରାଜନୀତିରେ ତାଙ୍କର ଅଭିଜ୍ଞତା। ଓଡିଶା ରାଜନୀତିର ଭୀଷ୍ମ ପିତାମହ କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଜଣେ ଟାଣୁଆମନ୍ତ୍ରୀ ସହିତ ଦୁଇଟି ରାଜ୍ୟର ରାଜ୍ୟପାଳ ହେବା କିଛି କମ କଥା ନୁହେଁ। ଜଣେ ପାଇକ ନେତା ଭାବେ ମଧ୍ୟ ତାଙ୍କର ରହିଛି ସୁଖ୍ୟାତି। ସେ ପାଇକ ସଂଗ୍ରାମ ଉପରେ କରିଛନ୍ତି ଗବେଷଣା ଆଉ ପ୍ରକାଶ କରିଛନ୍ତି ପୁସ୍ତକ।

ସେହିପରି ଜଣେ ପ୍ରଗାଢ ରାଜନୈତିକ ବ୍ୟକ୍ତିତ୍ବଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ କରାଯାଇଛି ପୂଜାଅର୍ଚ୍ଚନା। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିଶ୍ବଭୂଷଣଙ୍କ ପ୍ରଶଂସକମାନେ ଦୀପ ଜାଳି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ଏକାମ୍ର ଭୁବନେଶ୍ବରର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ବହୁ ସମର୍ଥକ ମନ୍ଦିରରେ ଉପସ୍ଥିତ ରହି ପୂଜା ମଧ୍ୟ କରିଛନ୍ତି। ସେହିପରି ତାଙ୍କର ଜନ୍ମ ଦିନରେ ବହୁ ବିଶିଷ୍ଠ ବ୍ୟକ୍ତିଗଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Biswabhusan Harichandan ବାବୁ ସିଂ ବାବୁ ସିଂହ ବିଶ୍ବଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 21, 2026

ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

August 21, 2026

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026
Latest News

ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 21, 2026

ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

August 21, 2026

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.