Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର
ରାଜ୍ୟ ଖବର

ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଚାର ଶେଷ
ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ଦିନ ନୂଆପଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ଆଜି ଅପରାହ୍ନରେ ଶେଷ ହୋଇଛି ପ୍ରଚାର। ତେବେ ପ୍ରଚାରର କିଛି ସମୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡା ଭୋଟରଙ୍କୁ ପୁଣି ନବେଦନ କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି ସେଥିରେ ନୂଆପଡାବାସୀଙ୍କପ ପ୍ରଥମେ ଧନ୍ୟବାଦ ଅର୍ପଣ କରିଛନ୍ତି।

ସେ କହିଛନ୍ତି ଯେ, ମୁଁ ଦୁଇଥର ନୂଆପଡା ପ୍ରଚାର ଗସ୍ତରେ ଯାଇଥିଲେ। ଏଥିରେ ବହୁ ସଂଖ୍ୟାରେ ଆପଣମାନେ ଯୋଗଦେଇଥିବାରୁ ବହୁ ଧନ୍ୟବାଦ। ସେହିପରି ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ନବୀନ। ସେ କହିଛନ୍ତି ଯେ, ନୂଆପଡାରୁ ବିଜେପିର ପରାଜୟ ଯାତ୍ରା ଆରମ୍ଭ ହେବ। ସେମାନେ ସରକାରକୁ ଆସିବା ପରେ ଯାହା ପ୍ରତିଶୃତି ଦେଇଥିଲେ ତାହା ପାଳନ କରିପାରୁ ନାହାଁନ୍ତି।

ବିଏସକେୱାଇ କାର୍ଡ ବନ୍ଦ କରି ସେମାନେ ଆୟୁଶ୍ମାନ କାର୍ଡ ପ୍ରଚଳନ କଲେ। ହେଲେ ତାହା ଫେଲ ମାରିଲା। ରୋଗୀମାନେ ଡାକ୍ତରଖାନାରେ ହନ୍ତସନ୍ତ ହେଉଛନ୍ତି। ସେହିପରି ରାଜ୍ୟରେ ମହିଳାମାନେ ବର୍ତ୍ତମାନ ଅସୁରକ୍ଷିତ। ରାଜ୍ୟରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମିଶନ ଶକ୍ତି ମହିଳାମାନଙ୍କୁ ଏହି ସରକାର ଶକ୍ତିହୀନ କରିଦେଲା। ତେଣୁ ନୂଆପଡାବାସୀ ଏହାର ଉଚିତ ଜବାବ ଦେବେ ବୋଲି ନବୀନ ଏହି ବାର୍ତ୍ତାରେ କହିଛନ୍ତି।

ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ୨୦୦୯ ମାର୍ଚ୍ଚ ୭ ତାରିଖ କଥା ମନେପକାନ୍ତୁ। ପ୍ରକୃତରେ ବେଇମାନୀ କିଏ ତାହା ସମସ୍ତେ ଜାଣପାରିବେ। ବିଜେଡି ଏହାର ଆତ୍ମସମୀକ୍ଷା କରୁ ବୋଲି ସାମଲ କହିଛନ୍ତି।

BJD BJP Naveen Patnaik Nuapada Byelection ପ୍ରଚାର ଶେଷ
Share. Facebook Twitter LinkedIn Email WhatsApp Copy Link

Related Posts

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025

ସରିଲା ନୁଆପଡା ଉପନିର୍ବାଚନ ପ୍ରଚାର, ଏବେ ଅନ୍ଧାରୀ ବିଜେ, ହେଲିକାପ୍ଟରରେ ଯିବେ ପୁଲିଂ ପାର୍ଟି

November 9, 2025
Latest News

“ବେଇମାନ ଓ ଚୋରୀ” କୁ ନେଇ ନୂଆପଡାରେ ବିଜେପି ସଭାପତି ମନମୋହନ ସାମଲ କହିଲେ.. 

November 9, 2025

ନୂତନ ଅପରାଧିକ ଆଇନ ସାରା ଦେଶରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଉଛି: କେନ୍ଦ୍ର ଗୃହ ସଚିବ

November 9, 2025

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ଡିମିରିକୁଦା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ମା’ ପୁଅ ମୃତ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.