Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ
ରାଜ୍ୟ ଖବର

ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଫଳାଫଳ
ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଶେଷ ହେଲାଣି, ଫଳାଫଳ ମଧ୍ୟ ବାହାରିସାରିଲାଣି। ହେଲେ ଏହାକୁ ନେଇ ରାଜନୀତି ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଦିନକୁ ଦିନ ନୂଆନୂଆ କଥା ପଦାକୁ ଆସିବାରେ ଲାଗିଛି। ଏବେ ସେମିତି କିଛି ଓଡିଶା ରାଜନୀତିକୁ ରୋଚକ କରିଛି। ତାହା ହେଲା କଂଗ୍ରେସ ସଭାପତି ଭକ୍ତଦାସଙ୍କ ଏକ ଭିନ୍ନ ବୟାନ। ତାହା ହେଲା ଯେ, ଖୁବ ଶିଘ୍ର ଗୃହ ବିଭୀଷଣଙ୍କୁ ଖୋଜାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗଣମାଧ୍ୟମକୁ ଭକ୍ତ କହିଛନ୍ତି ଯେ, ନୂଆପଡାରେ କେତେକ ଗୃହ ବିଭୀଷଣଙ୍କ ପାଇଁ ଦଳ ହାରିବାକୁ ପଡିଲା। ଏ ନେଇ ସେ ନିର୍ବାଚନ ପ୍ରଚାର ବେଳେ ଖବର ପାଇଥିଲେ। ହେଲେ ଏ ନେଇ ସେ ଧ୍ୟାନ ଦେଇ ନ ଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନଙ୍କର ଭୂମିକା ସନ୍ଦେହ ଜନକ ଥିଲା। ଏ ନେଇ କଂଗ୍ରସ ଦଳ ତରଫରୁ ଆତ୍ମସମୀକ୍ଷା କରାଯିବ। ସେମାନେ କିଏ ଚିହ୍ନଟ କରାଯିବ। ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

MUJ Convocation Ceremony; 3,508 Graduates Honoured at Two-Day Event (Click Here to Read)

Nuapada Byelection କଂଗ୍ରେସ ନୂଆପଡା ଉପନିର୍ବାଚନ ନୂଆପଡା ଫଳାଫଳ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ

August 27, 2026
Latest News

ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାର ସମ୍ପ୍ରସାରଣ

August 27, 2026

ଖେଲୋ ଇଣ୍ଡିଆ ମତ ବିନିମୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

August 27, 2026

ଭାରତଠାରୁ ବିଜୟ ଛଡ଼ାଇ ନେଲେ ଶ୍ରୀଲଙ୍କାର ସୋନଲ ଦିନୁଷା: ଡ୍ର ରେ ଶେଷ ହେଲା ଦ୍ୱିତୀୟ ଟେଷ୍ଟ

August 27, 2026

ଗଙ୍ଗା ବ୍ୟାରେଜରେ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ: ଉଭୟ ପାଇଲଟଙ୍କ ମୃତ୍ୟୁ

August 27, 2026

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.