Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ
ରାଜ୍ୟ ଖବର

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Youth murdered after being called out from home; prime accused arrested

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମର ସନ୍ତୋଷ ରାଉତ ନାମକ ଜଣେ ଯୁବକକୁ ଗତ ୨୦ ତାରିଖ ଦିନ ତାଙ୍କ ବନ୍ଧୁ ବସନ୍ତ ନାୟକ ମେଢ଼ ଦେଖିବାକୁ କହି ଡ଼ାକି ନେଇ ନିଜ ପକେଟ୍ ରେ ରଖିଥିବା ଛୁରୀ ରେ ବେକ କାଟି ବିଭତ୍ସ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫୋପାଡି ଚମ୍ପଟ୍ ମାରିଥିଲା। କିନ୍ତୁ ଗଲାବେଳେ ସେ ତାର ନିଜ ମୋବାଇଲ ଫୋନ୍ ଛାଡ଼ି ଚାଲି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ହତ୍ୟା ଅଭିଯୁକ୍ତ ବସନ୍ତ ର ମୋବାଇଲ୍ ଫୋନ୍ ଜବତ୍ କରିଥିଲେ। ଯଦ୍ୱାରା ପୋଲିସ ହତ୍ୟାର ସୁରାକ୍ ପାଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବସନ୍ତକୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଠାବ କରି ତାକୁ ଗିରଫ କରିବା ସହ ତାଠାରୁ ଏକ ମୋଟର ସାଇକେଲ ଜବତ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଉଭୟେ ପୁରୁଣା ବନ୍ଧୁ ଓ ଅର୍ଥ କାରବାରକୁ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ହୋଇ ଏହି ଭଳି ଘଟଣା ଘଟିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟ ଅଭିଯୁକ୍ତ ଗିରଫ ଯୁବକ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026
Latest News

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.