ଝାଡଖଣ୍ଡ ରାଜ୍ୟର ନୂଆ ବିଧାନସଭା ନିର୍ମାଣର ଶେଷ ସ୍ପର୍ଷ

Published: Sep 8, 2019, 7:54 am IST

ଝାଡଖଣ୍ଡ ରାଜ୍ୟ ଗଠନ ପରେ ସରକାର ନୂଆ ବିଧାନସଭା ନିର୍ମାଣ ପାଇଁ ନିଷ୍ପତି କରିଥିଲେ। ସେହି ଅନୁସାରେ ରାଞ୍ଚିଠାରେ ନିର୍ମାଣ ହୋଇଛି ଏହି ବିଧାନସଭା। ଏହାକୁ ଆସନ୍ତା 12 ତାରିଖରେ ଉଦଘାଟନ ହେବ। ସେଥିପାଇଁ କର୍ମଚାରୀମାନେ ଶେଷ ସ୍ପର୍ଷ ଦେଉଛନ୍ତି।

Related posts