ଭୁବନେଶ୍ବରରେ ଚାଲିଥିବା ତୋଷାଳି ମେଳାରେ ବଲିଉଡ କଳାକାର ପ୍ରତିଭା ସିଂ ବାଘେଲା

Published: Dec 24, 2019, 11:27 pm IST

ଭୁବନେଶ୍ବର, ଭୁବନେଶ୍ବରରେ ଆୟୋଜିତ ତୋଷାଳି ମେଳା ଦଶମ ଦିନରେ ପହଁଚିଛି। ଆଜି ବଲିଉଡ କାଳାକାର ପ୍ରତିଭା ସିଂ ବାଘେଲା ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦଶମ ଦିନ ସୁଦ୍ଧା ପ୍ରାୟ 4 କୋଟି ଟଙ୍କାର ବ୍ୟବସାୟ ହୋଇଥିବାର ଜଣାପଡିଛି।

Related posts