ସୁରତକୁ ବିମାନ ଚଳାଚଳ କରିଥିବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସୁରତ ପ୍ରବାସୀ ଓଡିଆ ସମାଜ ତରଫରୁ ସମ୍ବର୍ଦ୍ଧନା

Published: Jan 20, 2020, 8:34 pm IST

ସୁରତକୁ ବିମାନ ଚଳାଚଳ କରିଥିବାରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସୁରତ ପ୍ରବାସୀ ଓଡିଆ ସମାଜ ତରଫରୁ ଦିଆଯାଇଛି ସମ୍ବର୍ଦ୍ଧନା। ଅପରାଜିତାଙ୍କ ଉଦ୍ୟମରେ ଭୁବନେଶ୍ବରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇପାରିଛି।

Related posts