ବିହାରରେ ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ପ୍ରଦାନ ପାଇଁ ଚାଲିଛି ପ୍ରସ୍ତୁତି

Published: Mar 29, 2020, 8:42 pm IST

ପାଟନା, ବିହାରରେ ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ପ୍ରଦାନ ପାଇଁ ଚାଲିଛି ପ୍ରସ୍ତୁତି। କରେନା ଭାଇରସକୁ ମୁକାବିଲା କରିବା ପାଇଁ ଓଡିଶା ପରି ବିହାର ରାଜ୍ୟ ମଧ୍ୟ ବେଶ୍ ତତ୍ପର ହୋଇଉଠିଛି।

Related posts