ସାରା ଭାରତରେ ଲକଡାଉନ ସମୟରେ ଜଣେ ବୃଦ୍ଧା କିଛି ଅତ୍ୟାବଶ୍ୟକ ଜିନିଷ କିଣି ଘରକୁ ଯାଉଛନ୍ତି

Published: Mar 29, 2020, 8:54 pm IST

କୋଲକାତା, ଚାରିଆଡେ ଲକ ଡାଉନ ଥିବା ବେଳେ କୋଲକାତାର ଜଣେ ବୃଦ୍ଧା ଘର ପାଇଁ କିଛି ଅତ୍ୟାବଶ୍ୟକ ଜିନିଷ କିଣି ଘରକୁ ଯାଉଛନ୍ତି। ଠିକରେ ଚାଲି ପାରୁ ନ ଥିଲେ ମଧ୍ୟ ମୁଣ୍ଡରେ ବ୍ୟାଗ ଧରି ପରିବାର ସୁରକ୍ଷିତ ରହିବା ପାଇଁ ସେ ନେଇଛନ୍ତି ଏହି ପଦକ୍ଷେପ।

 

Related posts