ଅନ୍ତର୍ଜାତୀୟ ବାଘ ଦିବସ ଉପଲକ୍ଷେ ପୁରୀରେ ସୁଦର୍ଶନ ପଟ୍ଟନାୟକ କରିଥିବା ଏକ ବାଲୁକା କଳା

Published: Jul 29, 2020, 1:08 pm IST

ପୁରୀ, ଅନ୍ତର୍ଜାତୀୟ ବାଘ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ପୂର୍ବରୁ କରିଥିବା ଏକ ବାଲୁକା କଳା। ଏଥିରେ ସେ ବାଘ ବଂଶ ସଂରକ୍ଷଣ ନେଇ କରିଛନ୍ତି ସଚେତନତା

 

Related posts