କୋଭିଡ ଯୋଦ୍ଧାଙ୍କୁ ନିରବ ପ୍ରାର୍ଥନା ମାଧ୍ୟମରେ ସମ୍ମାନ ଜଣାଇଲେ ରାଜ୍ୟର କ୍ରୀଡା ଛାତ୍ରଛାତ୍ରୀ

Published: Aug 5, 2020, 11:25 pm IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ତରଫରୁ କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ବିଭାଗର ଶାସନ ସଚିବ ବିଶାଳ ଦେବଙ୍କ ନେତୃତ୍ୟରେ କ୍ରୀଡା ଛାତ୍ରଛାତ୍ରୀ ଏବଂ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Related posts