Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନିକିଆ ଦଳର ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ୧୦ ବର୍ଷ ପୁରୁଣା ଟ୍ୱିଟ ହୋଇଛି ଭାଇରାଲ
ଆଜିର ଖବର

ଦିନିକିଆ ଦଳର ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କ ୧୦ ବର୍ଷ ପୁରୁଣା ଟ୍ୱିଟ ହୋଇଛି ଭାଇରାଲ

December 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ପରେ ରୋହିତ ଶର୍ମାଙ୍କୁ ମଧ୍ୟ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ବୁଧବାର ଦିନ ବିସିସିଆଇ ଏହା ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଦିଆଯିବା ମାତ୍ରେ ତାଙ୍କର ୧୦ ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହୋଇଛି।

ବାସ୍ତବରେ, ଯେତେବେଳେ ୨୦୧୧ ବିଶ୍ୱକପ୍ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ରୋହିତ ଶର୍ମା ଏଥିରେ ସାମିଲ ହୋଇନଥିଲେ। ଏହା ପରେ ତାଙ୍କ ଯନ୍ତ୍ରଣା ଟ୍ୱିଟରରେ ବ୍ୟାପିଗଲା। ସେ ଜାନୁୟାରୀ ୩୧ ତାରିଖ ୨୦୧୧ ରେ ଲେଖିଥିଲେ ଯେ, ମୁଁ ବିଶ୍ୱକପ୍ ଦଳର ଅଂଶ ହୋଇ ନ ଥିବାରୁ ମୁଁ ଅତ୍ୟନ୍ତ ନିରାଶ ହୋଇଛି। ମୋତେ ଏଠାରୁ ଆଗକୁ ବଢିବାକୁ ପଡିବ, କିନ୍ତୁ ସତ କହିବାକୁ ଗଲେ ଏହା ଏକ ବଡ ଝଟକା … ଆପଣଙ୍କର କଣ ମତ! ରୋହିତ ବିଶ୍ୱକପ ଟ୍ରଫି ଉଠାଇବାରେ ବଞ୍ଚିତ ହୋଇଥିଲେ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା।

ବର୍ତ୍ତମାନ ରୋହିତଙ୍କୁ ୨୦୨୩ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ କରିବାର ସୁଯୋଗ ରହିଛି। ଦିନିକିଆ ଦଳର ଅଧିନାୟକ ଭାବରେ ନାମିତ ହେବା ବ୍ୟତୀତ ରୋହିତଙ୍କୁ ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ଟେଷ୍ଟ ଦଳର ଉପ-ଅଧିନାୟକ ମଧ୍ୟ କରାଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଗତ ମାସ (ନଭେମ୍ବର) ରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଦିନିକିଆରେ ତାଙ୍କର ଅଧିନାୟକତ୍ୱ ଯାତ୍ରା ଦକ୍ଷିଣ ଆଫ୍ରିକା ଗସ୍ତରୁ ଆରମ୍ଭ ହେବ।

ଟି-୨୦ ଦିନିକିଆ ଦଳର ଅଧିନାୟକ ବିସିସିଆଇ ଭାରତ ରୋହିତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଙ୍ଗଳବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2026

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026
Latest News

ଆଜି ମଙ୍ଗଳବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2026

ଖୁବ ଶୀଘ୍ର ପୂରଣ ହେବ ହାଇକୋର୍ଟ ବିଚାରପତି ପଦବୀ

August 17, 2026

ରାଞ୍ଚିରେ ଛାତ୍ର ଆନ୍ଦୋଳନର ବଡ଼ ପ୍ରଭାବ: JSSC CGL ପରୀକ୍ଷା ବାତିଲ

August 17, 2026

ଏୟାରଟେଲ ବ୍ୟାଙ୍କରୁ ଇସ୍ତଫା ଦେଲେ ସୁନୀଲ ମିତ୍ତଲ: ଏବେ କିଏ ଦାୟିତ୍ୱ ନେବେ?

August 17, 2026

ଆଇଏସଆଇ-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ: ୨୦୦ରୁ ଅଧିକ ଗିରଫ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.