Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି -୨୦ ବିଶ୍ୱ କପ ପାଇଁ ନୂଆ ଜର୍ସି ଲଞ୍ଚ କଲା ପାକିସ୍ତାନ, ସାମ୍ନାକୁ ଆସିଲା ଏହି ବିଶେଷ ଚିତ୍ର
ଅନ୍ତରାଷ୍ଟ୍ରୀୟ

ଟି -୨୦ ବିଶ୍ୱ କପ ପାଇଁ ନୂଆ ଜର୍ସି ଲଞ୍ଚ କଲା ପାକିସ୍ତାନ, ସାମ୍ନାକୁ ଆସିଲା ଏହି ବିଶେଷ ଚିତ୍ର

September 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଆୟୋଜିତ ହେବ। ଏହି ଟି -୨୦ ବିଶ୍ୱକପ ପାଇଁ ୧୩ ଟି ଦେଶ ନିଜ ଦଳ ଘୋଷଣା କରିଛନ୍ତି। ବର୍ତ୍ତମାନ ଦଳ ଘୋଷଣା କରିବା ପରେ ସମସ୍ତ ଦେଶ ମଧ୍ୟ ୨୦୨୨ ଟି -୨୦ ବିଶ୍ୱକପ ପାଇଁ ନିଜର ନୂଆ ଜର୍ସି ଲଞ୍ଚ କରୁଛନ୍ତି। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟ ଟି -୨୦ ବିଶ୍ୱକପ ପାଇଁ ନୂଆ ଜର୍ସି ଲଞ୍ଚ କରିଛି। ପାକିସ୍ତାନ ଜର୍ସି ଲଞ୍ଚ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ପାକିସ୍ତାନ ଦଳର ନୂଆ ଜର୍ସିରେ ସ୍ଥାନ ପାଇଛନ୍ତି। ତାଙ୍କ ସହ ସାଥୀ ଖେଳାଳି ଏବଂ ଯୁବ ଦ୍ରୁତ ବୋଲରମାନେ ପାକିସ୍ତାନର ଟି -୨୦ ବିଶ୍ୱକପ୍‌ର ନୂଆ ଜର୍ସିରେ ନଜର ଆସିଛନ୍ତି। ଏଥି ସହିତ ପାକିସ୍ତାନର ସ୍ପିନ ବୋଲର ଶାଦବ ଖାନ ମଧ୍ୟ ଏହି ନୂଆ ଜର୍ସିରେ ନଜର ଆସିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଆସନ୍ତା ମାସରେ ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଦଳ ଭାରତ ବିପକ୍ଷରେ ଖେଳିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି ଏବଂ ଏହାର ସମସ୍ତ ଟିକେଟ୍ ମଧ୍ୟ ବୁକ୍ ହୋଇସାରିଛି।

ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ-୨୦୨୨ ନୂଆ ଜର୍ସି ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026

୧୭ଟି ଦେଶ ଉପରେ ଶୁଳ୍କ ବୋମା ପକାଇଲେ ଡୋନାଲ୍ଡ ଟ୍ରମ୍ପ: ଭାରତ ଏବଂ ପାକିସ୍ତାନ ଉପରେ କେତେ?

July 24, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟରାତ୍ରି ଭିଡିଓ ପାଇଁ କଂଗ୍ରେସ କ୍ଷୁବ୍ଧ: ମଲ୍ଲିକାର୍ଜୁନ କଲେ ଏହି ଦାବି

July 24, 2026
Latest News

NEET ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ଉତ୍ତର ରଖିଲେ କେନ୍ଦ୍ର ସରକାର

July 24, 2026

୧୦ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା!: ପେପର ଲିକ୍ ବିରୋଧରେ ସରକାରଙ୍କ ଯୋଜନା କ’ଣ?

July 24, 2026

ଚିଲିକା ଉପକୂଳରେ ହେବ ସ୍ଥାପତ୍ୟ ପାର୍କ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନେଲେ ପ୍ରସ୍ତୁତି ବୈଠକ

July 24, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆବଶ୍ୟକ,”: ସୋନମ ୱାଙ୍ଗଚୁକ୍ ଅନଶନ ଭାଙ୍ଗିବା ପରେ ମଧ୍ୟ ସିଜେପି ଅଟଳ

July 24, 2026

ବାହୁଡା ଯାତ୍ରା: ଆରମ୍ଭ ହେଲା ପହଁଣ୍ଡି ବିଜେ, ଅପରାହ୍ନରେ ବାହୁଡିବେ ମହାପ୍ରଭୃ

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.