Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ଆରମ୍ଭ ହେଲା ହକି ଫିବର, ବିଭିନ୍ନ ସ୍ଥାନରେ ଝୋଟିଚିତା
ଆଜିର ଖବର

ରାଜଧାନୀରେ ଆରମ୍ଭ ହେଲା ହକି ଫିବର, ବିଭିନ୍ନ ସ୍ଥାନରେ ଝୋଟିଚିତା

December 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Hockey World Cup
ରାଜଧାନୀରେ ଆରମ୍ଭ ହେଲା ହକି ଫିବର, ବିଭିନ୍ନ ସ୍ଥାନରେ ଝୋଟିଚିତା

ଭୁବନେଶ୍ବର: ଆସନ୍ତାମାସ ଜାନୁୟାରୀ 13 ତାରିଖରେ ହେବ ପୁରୁଷ ହକି ବିଶ୍ବ କପ୍। ଏହି ବିଶ୍ବ ମହାକୁମ୍ଭ ଉଭୟ ରାଉରକେଲା ଏବଂ ଭୁବନେଶ୍ବରରେ ଆୟୋଜିତ ହେବ। ସେଥିପାଇଁ ଉଭୟ ସହରକୁ ସଜେଇ ଦିଆଯାଉଛି। କାନ୍ଥ ପାଚେରୀ ସବୁ ବିଭିନ୍ନ ଚିତ୍ରରେ ଚିତ୍ରିତ କରାଯାଉଛି।

ସେହିପରି ଲୋକଙ୍କ ମଧ୍ୟରେ ଏହି ଆଗ୍ରହ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ଭୁବନେଶ୍ବରର ବିଭିନ୍ନ ଗଳିକନ୍ଦିରେ ଦେଖିବାକୁ ମିଳିଛି ଏହି ଖେଳପ୍ରତି ଆଗ୍ରହ। ପିଲାମାନେ ହକି ଷ୍ଟିକ ଧରି ଖେଳୁ ଥିବା ବେଳେ ମହିଳାମାନେ ବିଭିନ୍ନ ଚିତା ତଥା ଝୋଟି ଆଙ୍କିବାରେ ବ୍ୟସ୍ତ ରହିଛନ୍ତି। ଭୁବନେଶ୍ବରର ବିଭିନ୍ନ ୱାର୍ଡର ମହିଳାମାନେ ହକିକୁ ନେଇ ଭିନ୍ନ ଭିନ୍ନ ଥିମରେ ଏହି ଚିତ୍ର ଅଙ୍କନ କରିଛନ୍ତି।

Hockey World Cup ପୁରୁଷ ହକି ବିଶ୍ବ କପ୍
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026
Latest News

ବାଣପୁର ଅଞ୍ଚଳରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ: ତିନି ଗିରଫ

September 20, 2026

ଆଜି ୨୦ ତାରିଖରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର: ଜାଣନ୍ତୁ ରାଶିଫଳ

September 20, 2026

TMC ବିବାଦରେ ରାହୁଲ-ରିଜିଜୁ ମୁହାଁମୁହିଁ: ‘କଂଗ୍ରେସ ନିଜେ ଭସ୍ମାସୁର’ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

September 19, 2026

ମଧ୍ୟପ୍ରଦେଶ ଟ୍ରାଜେଡି : ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ୫ ଲକ୍ଷ ଲେଖାଏ ସହାୟତା ଘୋଷଣା

September 19, 2026

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.