Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ ପୂର୍ବରୁ ଧୋନୀ-ରାଇନା ଭେଟ ଭିଡିଓ ଭାଇରାଲ୍‌
ଆଜିର ଖବର

ଆଇପିଏଲ୍‌ ପୂର୍ବରୁ ଧୋନୀ-ରାଇନା ଭେଟ ଭିଡିଓ ଭାଇରାଲ୍‌

March 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ଆଇପିଏଲ୍‌ ପୂର୍ବରୁ ଏକାଠି ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ଏବଂ ସୁରେଶ ରାଇନା । ଧୋନୀ-ରାଇନା ଏକାଠି ହେବା ସହିତ ପରସ୍ପରକୁ ଆଲିଙ୍ଗନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତ୍ରୟୋଦଶ ଆଇପିଏଲ୍‌ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଚେନ୍ନାଇ ସୁପର କିଙ୍ଗସ୍‌ର ଶିବିରରେ ଏକତ୍ର ନଜର ଆସିଥିଲେ । ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଭିଡିଓଟିକୁ ସେୟାର କରାଯାଇଥିଲା । ଭିଡିଓଟିକୁ ସେୟାର କରାଯିବା ପରେ ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ଙ୍କ ପକ୍ଷରୁ ବଢିଆ ପ୍ରତିକ୍ରିୟା ମିଳିଥିଲା । ଜଣେ ଫ୍ୟାନ୍‌ ଲେଖିଥିଲେ ଥାଲା ମିଟ୍‌ସ ଚିନ୍ନାଥାଲା, ଯାହାର ଅର୍ଥ ହେଉଛି ରାଜାଙ୍କୁ ଭେଟିଲେ ଯୁବରାଜ । ଧୋନୀଙ୍କୁ ଚେନ୍ନାଇ ଫ୍ୟାନ୍‌ ମାନେ ଥାଲା ବୋଲି ସମ୍ବୋଧନ କରିଥାନ୍ତି । (ଏଜେନ୍ସି)

Me3t and Gree7 – Everyday is Karthigai in our House, a film by Vikraman Sir. #StartTheWhistles 🦁💛 pic.twitter.com/sJz77Nnakr

— Chennai Super Kings (@ChennaiIPL) March 3, 2020

dhoni raina
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଲେ ଲକ୍ଷ୍ମୀପତି ବାଲାଜୀ: ଏହି ସିରିଜ ପାଇଁ ହେଲେ ନିଯୁକ୍ତ

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026
Latest News

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଲେ ଲକ୍ଷ୍ମୀପତି ବାଲାଜୀ: ଏହି ସିରିଜ ପାଇଁ ହେଲେ ନିଯୁକ୍ତ

September 20, 2026

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.