ପ୍ରଫେସନାଲ ରେସରରୁ ପାଲଟିଲେ ଅଶ୍ଲୀଳ ଫିଲ୍ମର ନାୟିକା

Published: Jun 10, 2020, 1:58 pm IST

ମେଲବୋର୍ଣ୍ଣ : ଜଣ ପ୍ରଫେସନାଲ ମୋଟରକାର ରେସର ରିନି ଗ୍ରେସୀ ଶେଷରେ ଅଶ୍ଳୀଳ ସିନେମା ଇଣ୍ଡଷ୍ଟ୍ରୀରେ ପାଦ ଥାପିଛନ୍ତି । ତେବେ ମେଲବୋର୍ଣ୍ଣର ଏହି ରେସର୍‌ ଜଣକ ଏହାକୁ ନେଇ ଦୁଃଖ ପ୍ରକାଶ କରିନାହାନ୍ତି । ଅର୍ଥାଭାବ କାରଣରୁ ସେ ଏହି ପଦକ୍ଷେପ ନେଇଥିବା ରେନି କହିଛନ୍ତି । ଦୁଇ ଦୁଇ ଥର ଅଷ୍ଟ୍ରେଲିଆନ୍‌ ମୋଟୋ ଜିପିରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ରେନୀ ସଫଳତା ହାସଲ କରିପାରି ନଥିଲେ । ଏପରି ପରସ୍ଥିତିରେ ବାଧ୍ୟ ହୋଇ ଅଶ୍ଲୀଳ ଫିଲ୍ମ ଦୁନିଆକୁ ଆପଣେଇ ନେଇଥିଲେ ରେନୀ । ତେବେ କାର୍‌ ରେସିଂ ତାଙ୍କର ସ୍ବପ୍ନ ଥିଲା ମାତ୍ରୀ ଏହି ଇଣ୍ଡଷ୍ଟ୍ରୀ ତାଙ୍କୁ ପରିଚୟ ଏବଂ ଅର୍ଥ ପ୍ରଦାନ କରିଛି ବୋଲି ରେନୀ ମତ ଦେଇଛନ୍ତି । (ଏଜେନ୍ସି)

Related posts