ରାଜ୍ୟ ଖବର କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ ବ୍ରହ୍ମପୁର: ବ୍ରହ୍ମପୁରର ବିଜିପୁର ଅଞ୍ଚଳସ୍ଥିତ ପୁଲିସ କ୍ୱାର୍ଟର୍ସରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଓଏମ୍ଭିଡିରେ କାର୍ଯ୍ୟରତ କନେଷ୍ଟବଳ ଆଶୁତୋଷ ମଲ୍ଲ ନିଜ ଦେହରେ…