ଅପରାଧ ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ କର୍ତ୍ତବ୍ୟରତ ପୋଲିସ ଏଏସ୍ ଆଇ ସୁଜିତ କୁମାର ପାଣିଗ୍ରାହୀ ଜନୈକ ବ୍ୟକ୍ତିଙ୍କ କୌଣସି କାମରେ ଅର୍ଥ…