ଅପରାଧ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣର ଭିଡିଓ ଭାଇରାଲ, ୪ ଛାତ୍ର ଅଟକ ମେରଠ: ମେରଠର ଏକ କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ କରିଥିବା ଭିଯୋଗ ହୋଇଛି। ଛାତ୍ରମାନଙ୍କ ଏହି କାର୍ଯ୍ୟର ଭିଡିଓ ମଧ୍ୟ ସୋସିଆଲ…