ଜଳିଗଲା ୩ ଦୋକାନ

ଭଦ୍ରକ: ରାତିର ନିରବତା ଭିତରେ ହଠାତ୍‌ ଜଳିଉଠିଲା ବଜାର। ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଖ୍ୟ ବଜାରର କଲେଜ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।…