ଜାତୀୟ ଖବର ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ ନୂଆଦିଲ୍ଲୀ: ଭାରତର ସୃଜନଶୀଳ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ବିକଶିତ ହେଉଥିବା ‘ନାରଙ୍ଗୀ ଅର୍ଥନୀତି’କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସର ଅଂଶସ୍ୱରୂପ, ସୂଚନା ଓ ପ୍ରସାରଣ…