ଆଜିର ଖବର ‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ ଭୁବନେଶ୍ୱର: ‘ଡିଜିଟାଲ ଆରେଷ୍ଟ’ ନାମରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ସାଧାରଣ ଲୋକଙ୍କୁ ସତର୍କ କରିଛି। ପୋଲିସ ସ୍ପଷ୍ଟ କରିଛି ଯେ, ଭାରତରେ…