ଆଜିର ଖବର କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍-କୋ-ପାଇଲଟ୍ ମୃତ କାନପୁର: କାନପୁର ନିକଟ ଗଙ୍ଗାନଦୀ କୂଳରେ ଗୁରୁବାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ଘଟିଥିବା ଏହି ଦୁର୍ଘଟଣାରେ ପାଇଲଟ୍ ସଚ୍ଚିନ…