ଆଜିର ଖବର ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର ଭୁବନେଶ୍ଵର: ଭୁବନେଶ୍ବର ଏମ୍ସର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜଣେ ମହିଳାଙ୍କ ଶରୀରରୁ ସଫଳତାର ସହ ଏକ ବଡ଼ ପ୍ଲେକ୍ସିଫର୍ମ ନ୍ୟୁରୋଫାଇଭରୋମା ଟ୍ୟୁମରକୁ ବାହାର କରାଯାଇଛି।…