ଆଜିର ଖବର କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଲି କାରବାର ବିରୋଧରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ। ବିରିଡି ବ୍ଲକର ଶଙ୍ଖାରୀସାହି ଅଞ୍ଚଳରେ ଗଚ୍ଛିତ ଥିବା ୫୦୦ରୁ ଅଧିକ ଟ୍ରିପ୍ ବାଲିକୁ…