ଆଜିର ଖବର ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ ଘୋଷଣା ଗଞ୍ଜାମ: ଦୀର୍ଘ ୪୦ ବର୍ଷ ଧରି ବିସ୍ଥାପିତ ସମସ୍ୟାରେ ଥିବା ଗଞ୍ଜାମର ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଗୋଳାବନ୍ଧଠାରେ ଆୟୋଜିତ…