ଆଜିର ଖବର ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ସହ ଆଧ୍ୟାତ୍ମିକତାର ମିଳନ: କୋରାପୁଟର ପ୍ରସିଦ୍ଧ ଶୈବପୀଠ ‘ବାବା ଗୁପ୍ତେଶ୍ୱର’ କୋରାପୁଟ: ଘଞ୍ଚ ଜଙ୍ଗଲ, ପାହାଡ଼ ଓ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ୱର। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ର ରାମଗିରି ପାହାଡ଼ ଓ…