ଆଜିର ଖବର ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ଥାନା ଅଧିକାରୀ ନିଲମ୍ବିତ ସମସ୍ତିପୁର: ବିହାରର ସମସ୍ତିପୁର ଜିଲ୍ଲାର ଖାନପୁର ଥାନା ଅଞ୍ଚଳର ଶାଦିପୁର ଗାଁରେ ଗତକାଲି ରାତିରେ ସଶସ୍ତ୍ର ଅପରାଧୀମାନେ ବିଜେପି ପଞ୍ଚାୟତ ସଭାପତି ରୂପକ ସାହାଣୀଙ୍କୁ ଗୁଳି କରି…