ଆଜିର ଖବର ଖଲ୍ଲିକୋଟରେ ରାଜ୍ୟ ବାର୍ ଆସୋସିଏସନ୍ ସଭାପତି ଲଲାଟେନ୍ଦୁ ସାମନ୍ତରାଙ୍କୁ ସମ୍ୱର୍ଦ୍ଧନା ସମାରୋହ ଖଲ୍ଲିକୋଟ: ଖଲ୍ଲିକୋଟ ସହର ନିକଟ ନୃସିଂହଚରଣ କନଭେନସନ ପରିସରରେ ରବିବାର ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଖଲିକୋଟରେ ଜନ୍ମଗ୍ରହଣ କରିଥିବା ହାଇକୋର୍ଟ ବାର ଆସୋସିଏସନ ସଭାପତି…