ଜାତୀୟ ଖବର ଗତ ଚାରି ମାସରେ ରେଳବାଇର ସିମେଣ୍ଟ ପରିବହନ ୧୭୦% ବୃଦ୍ଧି ରେଳ ସଂସ୍କାର କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ଭାରତୀୟ ରେଳବାଇ ଗତ ଚାରି ମାସ ମଧ୍ୟରେ ସିମେଣ୍ଟ ପରିବହନରେ ୧୭୦ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି।…