ଆଜିର ଖବର ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ ପୁରୀ: ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ବିରୋଧରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୁରୀ ଇତିହାସରେ…