ଆଜିର ଖବର ୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଭୁବନେଶ୍ୱର: ନ୍ୟାୟ ପାଇବାରେ ବିଳମ୍ବ କେତେ ଭୟଙ୍କର ପରିଣାମ ଆଣିପାରେ, ତାହାର ଏକ ମର୍ମସ୍ପର୍ଶୀ ଉଦାହରଣ ସାମ୍ନାକୁ ଆଣିଛନ୍ତି ସୁପ୍ରିମକୋର୍ଟ। ନବରଙ୍ଗପୁରର ଅର୍ଜୁନ ଜାନିଙ୍କୁ ୨୦୦୪ର ଏକ…