ଅନ୍ତରାଷ୍ଟ୍ରୀୟ ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ ଚିକାଗୋ: ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଚିକାଗୋର ଏକ ହିନ୍ଦୁ ମନ୍ଦିରରେ ବଡ଼ଧରଣର ଗୁଳିକାଣ୍ଡ ଘଟାଇ ଭାରତୀୟମାନଙ୍କୁ ହତ୍ୟା କରିବା ପାଇଁ ହୋଇଥିବା ଏକ ବଡ଼ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ…