ଆଜିର ଖବର ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ ଭୁବନେଶ୍ୱର: ପୂର୍ବତଟ ରେଳପଥ ନିଜ ସୀମା ମଧ୍ୟରେ ରେଳବାଇ ଲେଭଲ୍ କ୍ରସିଂ ଗୁଡ଼ିକରେ ନିରାପଦ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ବ୍ୟବହାରକାରୀଙ୍କ ଅସୁରକ୍ଷିତ ଅଭ୍ୟାସ ଯୋଗୁଁ…