ଆଜିର ଖବର ଇଫି ୨୦୨୬: ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର୍ ଟ୍ରେନ୍’ ଜିତିଲା ସିଲଭର୍ ପିକକ୍ – ସ୍ୱତନ୍ତ୍ର ଜୁରୀ ପୁରସ୍କାର ଗୋଆ: ଲୋରେଞ୍ଜୋ ଫେରୋ ଏବଂ ଲୁକାସ୍ ଏ. ଭିଗ୍ନାଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର ଟ୍ରେନ୍’ ୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି)ରେ…