ଆଜିର ଖବର ଓଡ଼ିଶା DGP ଚୟନ ବିବାଦ: ସୁପ୍ରିମକୋର୍ଟରେ ଶୁଣାଣି ୨୨କୁ ଘୁଞ୍ଚିଲା ଭୁବନେଶ୍ୱର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ଆଲୋଚନା ଓ ସସପେନ୍ସ ଆହୁରି ବୃଦ୍ଧି ପାଇଛି। ଏହି ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ…