ବିଶେଷ ଖବର ପୁଅର ଚିକିତ୍ସା ପାଇଁ ଛାଡ଼ିଥିଲେ ଚାକିରି: ମହିଳା ବିଚାରପତିଙ୍କୁ ପୁନଃନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ: ଅଟିଜମ୍ ପୀଡ଼ିତ ନାବାଳକ ପୁଅର ଚିକିତ୍ସା ଓ ଦେଖାଶୁଣା ପାଇଁ ଚାକିରିରୁ ଇସ୍ତଫା ଦେଇଥିବା ଜଣେ ମହିଳା ବିଚାରପତିଙ୍କୁ ପୁଣି ସେବାରେ ପୁନଃନିଯୁକ୍ତ କରିବାକୁ ଓଡ଼ିଶା…