ଆଜିର ଖବର ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା ଭୁବନେଶ୍ୱର: ଆଜି ପବିତ୍ର ମୂଳାଷ୍ଟମୀ। ମା’ଙ୍କ ଆରାଧନାରେ ଆଜିଠାରୁ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକରେ ଆରମ୍ଭ ହେବ ସ୍ୱତନ୍ତ୍ର ପୂଜାନୀତି। ମୂଳାଷ୍ଟମୀଠାରୁ ପାର୍ବଣର ଆଧ୍ୟାତ୍ମିକ ପରିବେଶ ଅଧିକ ଗଭୀର…