ଆଜିର ଖବର ଟ୍ରାଫିକ କନଷ୍ଟେବଳ ପାଇଁ ବାହାରିଲା ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ପ୍ଲସ ଟୁ ଆବଶ୍ୟକ ଭୁବନେଶ୍ବର: ଓଡିଶାରେ ଟ୍ରାଫିକ କନେଷ୍ଟବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ତରଫରୁ ପ୍ରକାଶିତ କରାଯାଇଛି। ସେହି ଅନୁସାରେ…